Browsing Tag

Odisha

ଆସନ୍ତା ୧୮ରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ କରିବ ASI

ପୁରୀ: ଆସନ୍ତା ୧୮ରେ ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ କରିବ ASI । ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଲା ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ପ୍ରାରମ୍ଭିକ ନିରୀକ୍ଷଣ ଆରମ୍ଭ ହେବ। ASI ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ହେବ…

ଆଜି ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ବସିବ ବିଜେଡିର ସଂସଦୀୟ ଦଳ ବୈଠକ

ଭୁବନେଶ୍ବର: ଆଜି ବସିବ ବିଜେଡିର ସଂସଦୀୟ ଦଳ ବୈଠକ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ନବୀନ ନିବାସରେ ବସିବ ଏହି ବୈଠକ । ଏଥିରେ ରାଜ୍ଯସଭାର ସବୁ ସାଂସଦ ଯୋଗଦେବେ। ଆଗାମୀ ଅଧିବେଶନ ବେଳେ ଦଳର ରଣନୀତି କଣ ରହିବ, ରାଜ୍ଯବାସୀଙ୍କ ସ୍ବାର୍ଥ ରକ୍ଷା ପାଇଁ କେଉଁ କେଉଁ…

ଏଏସଓଙ୍କୁ ମାଡ ମାରିବା ଘଟଣାରେ ରାଜ୍ଯ ସରକାରଙ୍କୁ ଘେରିଲା ବିଜେଡି; ଲେଖାଶ୍ରୀ କହିଲେ, ‘ରାଜ୍ୟପାଳଙ୍କ ପୁଅ ବୋଲି କଣ…

ଭୁବନେଶ୍ୱର: ଏଏସଓଙ୍କୁ ମାଡ ମାରିବା ଘଟଣାରେ ରାଜ୍ଯ ସରକାରଙ୍କୁ ଘେରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସିଧାସଳଖ ଓଡିଆ ଅସ୍ମିତା ପ୍ରସଙ୍ଗ ଉଠାଇବା ସହିତ ରାଜ୍ୟପାଳଙ୍କ ପୁଅକୁ ତୁରନ୍ତ ଗିରଫ…

ରଥଯାତ୍ରା ଦେଖିବାକୁ ଆଜିଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ରଥଯାତ୍ରା ଦେଖିବାକୁ ଆଜିଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ପହଞ୍ଚିବେ। ବିମାନ ବନ୍ଦରରୁ ସିଧାସଳଖ ଯିବେ ଜୟଦେବ ଭବନ। ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ…

ଓଡ଼ିଶା ଛୁଇଁଲା ମୌସୁମୀ, ସ୍ବାଭାବିକ ସମୟର ୪ ଦିନ ଆଗରୁ ଓଡ଼ିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର: ଓଡିଶା ଛୁଇଁଲା ମୌସୁମୀ । ସ୍ବାଭାବିକ ସମୟର ୪ ଦିନ ଆଗରୁ ଓଡ଼ିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ପ୍ରଥମେ ପ୍ରବେଶ କରିଛି ମୌସୁମୀ । ପ୍ରଭାବରେ କାଲି ରାତିଠୁ ମାଲକାନଗିରିର…

ଅନୁଗୋଳରେ ଚାଞ୍ଚଲ୍ୟ; ଘର ସାମ୍ନାରୁ ପୂର୍ବତନ ସରପଞ୍ଚଙ୍କ ମୃତମେହ ଉଦ୍ଧାର, ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ

ଅନୁଗୋଳ: ଘର ସାମ୍ନାରୁ ପୂର୍ବତନ ସରପଞ୍ଚଙ୍କ ମୃତମେହ ଉଦ୍ଧାର । ଅନୁଗୋଳ ଜିଲ୍ଲା ଜେରଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ମୃତମେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବିଭୂତି ଗଡ଼ନାୟକ। ପୂର୍ବତନ ସରପଞ୍ଚ ବିଭୁତି ଗଡ଼ନାୟକଙ୍କୁ ନିର୍ମମ ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି ।…

ନିର୍ବାଚନ ପ୍ରଚାର ପାଇଁ ଆଜି ପୁଣି ପଶ୍ଚିମ ଓଡ଼ିଶା ଯିବେ ନବୀନ, ଅଇଁଠାପାଲି ଓ ନାକଟିଦେଉଳରେ ଜନସଭାକୁ କରିବେ ସମ୍ବୋଧନ

ଭୁବନେଶ୍ୱର: ନିର୍ବାଚନ ପ୍ରଚାର ପାଇଁ ଆଜି ପୁଣି ପଶ୍ଚିମ ଓଡ଼ିଶା ଯିବେ ନବୀନ । ଅଇଁଠାପାଲି ଓ ନାକଟିଦେଉଳରେ ଜନସଭାକୁ କରିବେ ସମ୍ବୋଧନ । ରାଜ୍ୟରେ ନିର୍ବାଚନ ପ୍ରଚାର ସରଗରମ ହେବାରେ ଲାଗିଛି । ବିଭିନ୍ନ ଦଳର ତାରକା ପ୍ରଚାରକ ନିଜ ନିଜ ଦଳ ପାଇଁ ଭୋଟ୍ ମାରିବାରେ ବ୍ୟସ୍ତ । କେଉଁଠି ଜନସଭା ତ…

ଆସନ୍ତାକାଲି ଓଡ଼ିଶା ଆସିବେ ଅମିତ ଶାହ, କଟକରେ କରିବେ ମେଗା ରୋଡ୍‌ ଶୋ’

କଟକ: ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। କଟକରେ ମେଗା ରୋଡ୍ ସୋ’ କରିବେ ଅମିତ ଶାହା । ଶୋଭାଯାତ୍ରା ଅପରାହ୍ନ ୪ଟାରୁ ଗୋପବନ୍ଧୁ ବାଗ ଠାରୁ ଆରମ୍ଭ ହୋଇ ବକ୍ସିବଜାର, ତିନିକୋଣିଆ ବଗିଚା, ଦରଘା ବଜାର, ଚୌଧୁରୀ ବଜାର, ନୟାସଡ଼କ, ବାଲୁବଜାର, ଚାନ୍ଦିନୀ ଚୌକ, ମହମଦିଆ…

ପ୍ରଥମ ପର୍ଯ୍ୟାୟ ଭୋଟ ଦେଉଛି ଓଡିଶା, ସଂଧ୍ୟା ୫ଟା ସୁଦ୍ଧା ୬୨.୯୬ପ୍ରତିଶତ ମତଦାନ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି । ସଂଧ୍ୟା ୫ଟା ସୁଦ୍ଧା ୬୨.୯୬ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଂଗପୁର ଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହାର ଅଧୀନସ୍ଥ ୨୮ଟି ବିଧାନସଭା କ୍ଷେତ୍ରରେ…

ଆଜି ଓଡ଼ିଶାର ୩ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମାରାଥନ ପ୍ରଚାର; କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ ଜନସଭାକୁ ଦେବେ…

ଭୁବନେଶ୍ଵର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନିଟି ଜିଲ୍ଲାରେ ନିର୍ବାଚନ ପ୍ରଚାର କରିବେ । କନ୍ଧମାଳ, ବରଗଡ ଓ ବଲାଙ୍ଗୀରରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ । ପ୍ରଥମେ ସେ ଫୁଲବାଣୀରେ ଏକ ଜନସଭାକୁ ସମ୍ବୋଧନ କରିବେ। ଏହାପରେ ସେ ବଲାଙ୍ଗୀର ଯାଇ…