ଭୁବନେଶ୍ୱରରୁ ସିମବକ୍ସ ଜବତ ଘଟଣା: ପୁଣି ୨ ଦିନିଆ ରିମାଣ୍ଡରେ ଗଲା ଅଭିଯୁକ୍ତ ରାଜୁ ମଣ୍ଡଳ
ଭୁବନେଶ୍ବର: ସିମ୍ ବକ୍ସ ମାମଲାରେ ଅଭିଯୁକ୍ତ ରାଜୁ ମଣ୍ଡଳକୁ କମିସନରେଟ୍ ପୁଲସ୍ ଆଉ ଦୁଇଦିନିଆ ରିମାଣ୍ଡରେ ନେଇଛି। ତାକୁ ପୁଣି ପଚରାଉଚରା କରି ଅଧିକ ତଥ୍ୟ ଓଗାଳିବ ପୁଲିସ। ନିକଟରେ ରାଜୁକୁ ଝାରଖଣ୍ଡର ରାଞ୍ଚିକୁ ନେଇଥିଲା। ଭୁବନେଶ୍ୱର, କଟକ ପରେ ଝାରଖଣ୍ଡରେ ସିମ୍ ବକ୍ସ ରହିଛି ବୋଲି…