ସ୍କୁଟି-ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ୫ ମୃତ

ସୋରଡା: କୁହୁଡି ହେଲା କାଳ । ବିଳମ୍ବିତ ରାତିରେ ସ୍କୁଟି ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି। ସୋରଡା ଥାନା କେଶରୀପାଟଣା ନିକଟ ବରାଡ ଗାଁରେ ଘଟିଛି ଏପରି ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା । ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ନେବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଛି । ଆଉ ଜଣେ ଗୁରୁତର ବ୍ରହ୍ମପୁରରେ ଚିକିତ୍ସାଧିନ ଅଛନ୍ତି।

728×90