Browsing Tag

Ganjam

ବସରୁ ଖସି ପଡି ଚାଲିଗଲା କଲେଜ ଛାତ୍ରଙ୍କ ଜୀବନ, ଘଟଣାସ୍ଥଳରେ ଉତ୍ତେଜନା

ଗଞ୍ଜାମ: ବସରୁ ଖସି ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ରାଳବ ଛକ ନିକଟରେ ଅଘଟଣ । ମୃତ ଛାତ୍ର ଜଣଙ୍କ ପୁଟିଆପଦର ଗ୍ରାମର ୧୭ ବର୍ଷୀୟ ରାହୁଲ ନାୟକ । କଲେଜରୁ ବସ ଯୋଗେ ଘରକୁ ଫେରୁଥିବା ବେଳେ କୌଣସି କାରଣ ବଶତଃ ବସରୁ ଖସି ପଡିଥିଲେ ରାହୁଲ ।…

ଛାତରୁ ସେଣ୍ଟ୍ରିଂ ଖୋଲୁଥିବାବେଳେ ଚାପି ହୋଇ ଜଣେ ଶ୍ରମିକ ମୃତ, ୪ ଆହତ

ଗଞ୍ଜାମ: ଛାତ ସେଣ୍ଟ୍ରିଂ ପଡ଼ି ଜଣେ ଶ୍ରମିକ ମୃତ, ୪ ଜଣ ଆହତ । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ୪ ଜଣ ଆହତଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଘର ସୋରଳ ଗାଁର ହୋଇଥିବା ସୂଚନା ରହିଛି । ସୂଚନା ଅନୁସାରେ, ଆଜି…

ଦଣ୍ଡୁଆଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ ଓଲଟି ଦୁଇ ମୃତ, ୧୫ରୁ ଉର୍ଦ୍ଧ୍ବ ଗୁରୁତର

ଗଞ୍ଜାମ: ଦଣ୍ଡୁଆଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍ ଓଲଟି ୨ ଜଣ ମୃତ୍ୟୁବରଣ କରିଛନ୍ତି । ଦୁର୍ଘଟଣାରେ ୧୫ରୁ ଉର୍ଦ୍ଧ୍ବ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଭ୍ୟାନଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହୋଇ ରାସ୍ତାକଡ଼କୁ ଓଲଟି ପଡ଼ିବାରୁ ଏପରି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲା…

ବନ୍ଦ ଘରୁ ମା’ ଓ ନାବାଳକ ପୁଅର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଗଞ୍ଜାମ: ବନ୍ଦ ଘରୁ ଉଦ୍ଧାର ହେଲା ମା' ଓ ନାବାଳକ ପୁଅର ମୃତଦେହ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡ଼ା ଥାନା ଅନ୍ତର୍ଗତ ଚୁଡ଼ିଆଲାଞ୍ଜି ଗାଁରେ ଘଟିଛି ଏପରି ଅଘଟଣ । ମୃତ ମହିଳା ଜଣଙ୍କ ହେଲେ ଡି. ନିଳାବେଣୀ ଓ ତାଙ୍କ ପୁଅ ଡି. ରିତିକ। ତେବେ ଦୁହିଁଙ୍କର ମୃତ୍ୟୁ କିପରି ଘଟିଲା ତା'ର…

ଗଞ୍ଜାମ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ,…

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବା ସହିତ ଅନେକ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଥମେ ହିଞ୍ଜିଳି-ଶେରଗଡ଼ ଯାଇ ସେଠାରେ…

ଗଞ୍ଜାମର ସୁନାପୁର ବିଚ୍‌କୁ ମିଳିଲା ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ମାନ୍ୟତା

ଗଞ୍ଜାମ: ସୁନାପୁର ବିଚ୍‌କୁ ମିଳିଲା ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ମାନ୍ୟତା । ୪ଟି ପ୍ରମୁଖ କ୍ରାଇଟେରିଆ ସମେତ ୩୩ଟି ଦିଗକୁ ନେଇ ମାନ୍ୟତା । ମାନ୍ୟତା ନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସୂଚନା । ଡେନ୍ ମାର୍କ ସ୍ଥିତ ଫାଉଣ୍ଡେସନ ଫର୍ ଏନଭରନମେଣ୍ଟ ଏଜୁକେସନ ପକ୍ଷରୁ ମାନ୍ୟତା ପ୍ରଦାନ ।…

ମର୍ମଦୁନ୍ତ ସଡକ ଦୁର୍ଘଟଣା; ବାଇକ୍‌କୁ ଧକ୍କା ଦେଲା କାର୍, ଦମ୍ପତ୍ତି ମୃତ

ଗଞ୍ଜାମ: ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଚାଲିଗଲା ଦମ୍ପତ୍ତିଙ୍କ ଜୀବନ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନାରାୟଣୀ ଛକରେ ଘଟିଛି ଏପରି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗୋଟିଏ ବାଇକ୍‌କୁ କାର୍ ଧକ୍କା ଦେବାରୁ ଦୁର୍ଘଟଣାସ୍ଥଳରେ ହିଁ ସ୍ୱାମୀ-ସ୍ତ୍ରୀଙ୍କ…

ସ୍କୁଟି-ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ୫ ମୃତ

ସୋରଡା: କୁହୁଡି ହେଲା କାଳ । ବିଳମ୍ବିତ ରାତିରେ ସ୍କୁଟି ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି। ସୋରଡା ଥାନା କେଶରୀପାଟଣା ନିକଟ ବରାଡ ଗାଁରେ ଘଟିଛି ଏପରି ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା । ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର…

ଧରାକୋଟରେ ଦୁଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା: ଜଣେ ମୃତ, ୧୦ରୁ ଉର୍ଦ୍ଧ୍ବ ଆହତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ତଥା ଧରାକୋଟ ଥାନା ଅର୍ନ୍ତଗତ ଢଉଗାଁ ଛକରେ ମର୍ମଦୁନ୍ତ ସଡକ ଦୁର୍ଘଟଣା । ଶୁକ୍ରବାର ରାତି ପ୍ରାୟ ୧୧ଟାରେ ଦୁଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାଳକୃଷ୍ଣ ଗୈଡ। କୁହୁଡ଼ି ଯୋଗୁଁ ଘଟିଥିବା ଦୁର୍ଘଟଣା ଏତେ…

ଦେହରେ ପେଟ୍ରୋଲ ଢାଳି ନିଜକୁ ଜାଳିଦେଲେ ଛାତ୍ରୀ !

ଗଞ୍ଜାମ: ପେଟ୍ରୋଲ ଢ଼ାଳି ନିଜ ଦେହରେ ନିଆଁ ଲଗାଇଦେଲେ ଛାତ୍ରୀ । ପେଟ୍ରୋଲ ଢ଼ାଳି ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିଲେ କଲେଜ ଛାତ୍ରୀ । ଏପରି ଏକ ହୃଦୟବିଦାରକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ କୋଟିନାଡ଼ା ଥାନା ଅନ୍ତର୍ଗତ ଭେଟନଇ ଗାଁରେ । ମୃତ ଛାତ୍ରୀ ଜଣଙ୍କ ହେଲେ ପୂଜା ଗୌଡ(…