ସାଧାରଣତଃ ଘରେ ଆଳୁ କିମ୍ବା ପିଆଜ ରହିବା ସ୍ୱାରାଦିକ । ଏ ଦୁଇଟି ଅତ୍ୟନ୍ତ ଆବଶ୍ୟକ ପରିକା ମଧ୍ୟରୁ ଗୋଟିଏ । ପରେ ଆଉ କିଛି ଆଉ କିମ୍ବା ନଥାଇ ଆଡୁ ପିଆଳ ନିଶ୍ଚିତ ରୂପେ ଥାଏ । ତେଳେ ବେଳେ ଆଳୁ ରହିଗଲେ ସେଥୁରେ ଗଜା ବାହାରିବାକୁ ଲାଗେ । ତେବେ ଏଥୁରୁ ଆଳୁ ପିଆଳକୁ ଚିକରି ସୁରକ୍ଷିତ ରଖିବେ ଆସନ୍ତୁ ଜାଣିବା । ଆଳୁକୁ ସାଧାରଣତଃ କୌଣସି ଝୁଟିରେ ଖୋଲା ନ ଲଗ୍ନ କାଗଜ ଲଫାପାରେ ଆଳୁକୁ ଅନ୍ଧାରିଆ ସ୍ଥାନ ଏବଂ ଥଣ୍ଡା ଜାଗାରେ ରଖନ୍ତୁ । ଯଦି ଆଳୁ ଭିଳି ଯାଇଥାଏ ତେବେ ତାକୁ ଭଲ ଭାବେ ପୋଛି ଶୁଖାଇ ରଖନ୍ତୁ ! ଆପଣ ଚାହିଁଲେ ଆଜ୍କୁ ଏକ ସୂତା କପଚାରେ ମଧ୍ୟ ଗୁଜାଇ ରଖିପାରିବେ । ଗରମ ସ୍ଥାନରେ ଆଳୁ ଏବଂ ପିଆଡ ଷ୍ଟୋର କରି ରଖିଲେ ଗୁଡଶୀଘ୍ର ଏଥିରେ ଗଳା ହୋଇଯାଇଥାଏ । ପିଆଳକୁ ଖୋଲା ସ୍ଥାନରେ ରଖନ୍ତୁ, ଏଭଳି ଉଖୁବା ଦ୍ବାରା ଏଥିରେ ଫଙ୍ଗସ ହେବ ନାହିଁ । ଆଳୁ ଏବଂ ପିଆଜକୁ ଅନ୍ୟ ସବୁ ପରିବା ଠାରୁ ଦୂରେଇ ରଖନ୍ତୁ । ସେହିପରି ଆଳୁ ଏବଂ ପିଆଳକୁ ମିଶାଇ ରଖନ୍ତୁ ନାହିଁ । ଏ ଦୁଇଟିକୁ ଭିନ୍ନ ଭିନ୍ନ ପାତ୍ରରେ ରଖନ୍ତୁ ।
