ଅଯୋଧ୍ୟାରେ ୧୪.୫ କୋଟିର ପ୍ଲଟ୍ କିଣିଲେ ବିଗ୍ ବି ଅମିତାଭ ବଚ୍ଚନ
ମୁମ୍ବାଇ: ଅଯୋଧ୍ୟାରେ ଘର ନିର୍ମାଣ କରିବେ ବିଗ୍ ବି ଅମିତାଭ ବଚ୍ଚନ । ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟାର ‘ଦି ସରଯୁ’ରେ ଅମିତାଭ ବଚ୍ଚନ ୧୪.୫ କୋଟି ଟଙ୍କାର ପ୍ଲଟ୍ କିଣିଥିବା ନେଇ ‘ରିୟଲ୍ ଇଷ୍ଟେଟ୍’ ଶିଳ୍ପସୂତ୍ରରୁ ଜଣାପଡ଼ିଛି। ବଚ୍ଚନ ଯେଉଁ ପ୍ଲଟ୍ରେ ଘର ତିଆରି…