ଚାଲି ଚାଲି ଯାଇ କଳା ଠାକୁରଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରୁ ଚାଲି ଚାଲି ଯାଇ କଳା ଠାକୁରଙ୍କୁ ଦର୍ଶନ କଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଓ ପୁରୀ ସାଂସଦ ସମ୍ବିତ ପାତ୍ର ମଧ୍ୟ ଚାଲି ଚାଲି ଯାଇ ଶ୍ରୀଜିଉଙ୍କ ଆର୍ଶୀବାଦ…

ବୁଧବାର ରାଶିଫଳ

ମେଷ: ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ। ବ୍ୟବସାୟରେ ସମସ୍ୟା ଦେଖା ଦେବ। କୌଣସି କଥାକୁ ନେଇ ଚିନ୍ତାରେ ରହିବେ। ନୂଆ କାମରେ ପରିବାରର ସହଯୋଗ ମିଳିବ। ବୃଷ: ଦିନଟି ମିଶ୍ରଫଳ ପ୍ରଦାନ କରିବ। କାର୍ଯ୍ୟରେ ପଦୋନ୍ନତି ସମ୍ଭାବନା ରହିବ। ଛାତ୍ରଛାତ୍ରୀଙ୍କୁ ଶୁଭଫଳ ମିଳିବ। ଅଟକି…

ଏମିତି ବି ଆସେ ମୃତ୍ୟୁ; କ୍ରିକେଟ ମ୍ୟାଚ୍ ଖେଳୁଥିଲେ, ଚାଲିଗଲା ଛାତ୍ରଙ୍କ ଜୀବନ

ନିମାପଡ଼ା: ଏମିତି ବି ଆସେ ମୃତ୍ୟୁ । କ୍ରିକେଟ ମ୍ୟାଚ୍ ଖେଳୁଥିଲେ, ଚାଲିଗଲା ଜୀବନ । କ୍ରିକେଟ ମ୍ୟାଚ୍ ଖେଳୁଥିବା ବେଳେ ପଡ଼ିଆରେ ଟଳି ପଡିଲେ ଛାତ୍ର । ନିମାପଡ଼ା ଅଞ୍ଚଳର ଏକ ଘରୋଇ କଲେଜ ଛାତ୍ରଙ୍କ ଦ୍ଵାରା ଆୟୋଜିତ ବନ୍ଧୁତ୍ଵ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଚାଲିଥିବା ବେଳେ ଚାଲିଗଲା…

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆସନ୍ତାକାଲି ନୌସେନା ଦିବସରେ ଯୋଗ ଦେବେ

ଭୁବନେଶ୍ବର: ଓଡିଶାରେ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି। ବାୟୁସେନାର ସ୍ୱତନ୍ତ୍ର ବିମାନରେ ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି । ଓଡିଶାରେ ୫ ଦିନ ରହିବେ ରାଷ୍ଟ୍ରପତି । ବିମାନବନ୍ଦରରେ ପହଞ୍ଚିଲା ପରେ ରାଷ୍ଟ୍ରପତି ଦ୍ରୌପଦୀ…

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ପ୍ରଯୋଜିକା ଏକତା କପୁର, ସାବରମତୀ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିଥିବାରୁ ଜଣାଇଲେ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ବଲିଉଡ ପ୍ରଯୋଜିକା ଏକତା କପୁର । 'ସାବରମତୀ ରିପୋର୍ଟ' ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ । ଏହାସହ ସାବରମତି ରିପୋର୍ଟ ଫିଲ୍ମ ଦେଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ଏକତା…

ସ୍ବର୍ଣ୍ଣ ମନ୍ଦିରରେ ଶୌଚାଳୟ ସଫା କରିବେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼: ଶିଖ୍‌ ଧର୍ମଗ୍ରନ୍ଥ ପ୍ରତି ଅପମାନ ପ୍ରଦର୍ଶନ କରିଥିବା ଅଭିଯୋଗରେ ଶିଖ୍‌ ମାନଙ୍କ ସର୍ବୋଚ୍ଚ ଧାର୍ମିକ ସଂସ୍ଥା ଅକାଲ ତକ୍‌ଥ ପକ୍ଷରୁ ଅକାଳୀ ଦଳ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କୁ ଦଣ୍ଡାଦେଶ ପ୍ରଦାନ କରାଯାଇଛି। ତଦନୁଯାୟୀ ସୁଖବୀରଙ୍କୁ ଆସନ୍ତାକାଲି…

ରାଜ୍ୟ ସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର: ରାଜ୍ୟ ସଭା ଉପନିର୍ବାଚନ ପାଇଁ ମଙ୍ଗଳବାର ବିଜ୍ଞପ୍ତି ଜାରି ହୋଇଛି। ବିଧାନସଭାରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ଜଣାପଡିଛି। ଆସନ୍ତା ୨୦ରେ ନିର୍ବାଚନ ହେବ। ଏଥିପାଇଁ ନାମାଙ୍କନ ପତ୍ରର ଶେଷ ତାରିଖ ଡିସେମ୍ବର ୧୦ ତାରିଖ ରହିଛି। ଏହାସହ ୧୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ।…

ଭୟଙ୍କର ଦୁର୍ଘଟଣା: ଓଭରବ୍ରିଜରେ ଝୁଲୁଛି ଲକ୍ଷ୍ମୀ ବସ

ବାଲେଶ୍ୱର: ବାଲେଶ୍ୱର ସହଦେଵଖୁଣ୍ଟା ଥାନା ଅଧୀନ ଫାଣ୍ଡି ଛକ ଓଭରବ୍ରିଜରେ ସୋମବାର ରାତିରେ ଲକ୍ଷ୍ମୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ବ୍ରିଜର ସାଇଡ ୱାଲକୁ ଧକ୍କା ଦେଇ ବ୍ରିଜ ଉପରେ ଝୁଲି ରହିଛି। ବସରେ କେହି ଯାତ୍ରୀ ନଥିବାରୁ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ସୂଚନା ଯେ,…

ଅଳଙ୍କାର ଦୋକାନକୁ ମାଡିଗଲା ଟ୍ରକ, ସିକ୍ୟୁରିଟି ଗାର୍ଡଙ୍କ ଚାଲିଗଲା ଜୀବନ

ବଲାଙ୍ଗୀର:ବଲାଙ୍ଗୀର ସହର ମୁଖ୍ୟ ରାସ୍ତାରେ ସୋମବାର ବିଳମ୍ବିତ ରାତିରେ ପାଟଣା ଛକ ନିକଟରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଏକ ଟ୍ରକ ଜଣେ ସିକ୍ୟୁରିଟି ଗାର୍ଡ ଉପରେ ମାଡି ଯିବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ରାତି ପ୍ରାୟ ୨ଟା ସମୟରେ ଦ୍ରୁତ ଗତିରେ ଆସୁଥିବା ଟ୍ରକଟି ରାଧିକା ଅଳଙ୍କାର…

ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ

ଜୟପୁର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜୟପୁର ବ୍ଲକ ଓ ପୌର ପାଳିକାର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କ ଘର ସମେତ ଛଅଟି ଜାଗାରେ ଭିଜିଲାନ୍ସ ଟିମ୍ ଆଜି ସକାଳୁ ଚଢ଼ାଉ କରୁଛି। ତାଙ୍କର ଭଡ଼ା ଘର ସମେତ ଛଅଟି ସ୍ଥାନରେ ବି ଏହି ଚଢ଼ାଉ ଜାରି ରହିଥିବାର ସୂଚନା ରହିଛି।…